Home ଓଡ଼ିଶା ଲଗାଣ ବର୍ଷାରେ ଚାରିଆଡ଼େ ବନ୍ୟା ପରିସ୍ଥିତି

ଲଗାଣ ବର୍ଷାରେ ଚାରିଆଡ଼େ ବନ୍ୟା ପରିସ୍ଥିତି

342

ନୂଆଦିଲ୍ଲୀ,୦୧/୧୦,(ଓଡ଼ିଆ ପୁଅ ପି ନାଏକ):ଲଗାଣ ବର୍ଷା ପରେ ବିହାର ଏବଂ ଉତ୍ତରପ୍ରଦେଶରେ ବନ୍ୟା ସ୍ଥିତି କହିଲେ ନ ସରେ । ବର୍ଷା ଯୋଗୁଁ ପରିସ୍ଥିତି ଏଭଳି ହେଲା ଯେ ୨ଟି ରାଜ୍ୟ ର ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଲଗାଣ ବର୍ଷା ହେବା ଫଳରେ ଗତ ୫ ଦିନରେ ବିହାରରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୧୧୧ ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ବର୍ଷା ଯୋଗୁଁ ବିଦ୍ୟୁତ୍ କାଟ୍ ହୋଇଥିବାରୁ ଲୋକେ ଗରମ ଓ ଅନ୍ଧାରରେ ଦିନ କାଟୁଛନ୍ତି । ସାରା ଦେଶରେ ଏବେ ବର୍ଷା ଏବଂ ବନ୍ୟା ଯୋଗୁଁ  ସମୁଦାୟ ଉପରେ ୧୪୮ଜଣଙ୍କ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.