Home ଓଡ଼ିଶା ରୋଲର ସ୍କେଟିଂରେ ବ୍ରହ୍ମପୁର କୁ ସ୍ବର୍ଣ୍ଣ

ରୋଲର ସ୍କେଟିଂରେ ବ୍ରହ୍ମପୁର କୁ ସ୍ବର୍ଣ୍ଣ

79

ଭୁବନେଶ୍ଵର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ରୋଲ୍ ସ୍କେଟିଂର ପ୍ରଥମ ଦିନରେ ବ୍ରହ୍ମପୁରରୁ ମିଳିଛି ସ୍ବର୍ଣ୍ଣ । ୩୦୦ ମିଟର ଟାଇମ ଟ୍ରାଏଲରେ ବାଳିକା ବିଭାଗର  ଅନ୍ୱେଷା ବିଷୋୟୀ ମାତ୍ର 46 ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି 300 ମିଟର ରେସରେ ଆଶୁତୋଷ ପାଢୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.