Home ଓଡ଼ିଶା ରେଭେନ୍ସାରେ ପୁଣି ରାଗିଂ

ରେଭେନ୍ସାରେ ପୁଣି ରାଗିଂ

132

କଟକ,୧୮/୦୯,(ଓଡ଼ିଆ ପୁଅ ପି ନାଏକ):ପୁଣି ସାମ୍ନାକୁ ଆସିଛି ରାଗିଂ ଘଟଣା । ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆସିଛି ରାଗିଂ ଅଭିଯୋଗ । ସୂଚନା ଅନୁସାରେ,  ଛାତ୍ର ଜଣକ ଯୁକ୍ତ ୩ର ପ୍ରଥମ ବର୍ଷରେ ପଢୁଥିବା ବେଳେ ତାଙ୍କୁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ଏନେଇ କୁଳ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ର । ଅଭିଯୋଗ ମୁତାବକ ତାଙ୍କୁ ଯୁକ୍ତ ୩ର ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରମାନେ ରାଗିଂ କରିଛନ୍ତି । ଏ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି । ପୀଡ଼ିତ ଛାତ୍ର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ଆଜି ଏନେଇ ଆଣ୍ଟି ରାଗିଂ କମିଟି ବୈଠକ ବସିବ।

ମା’ ସାମ୍ନାରେ; ଟ୍ୟୁସନ ଟିଚରଙ୍କୁ ଛୁରୀ ଭୂଷି ମାରିଦେଲା ୪ର୍ଥ ଶ୍ରେଣୀ ଛାତ୍ର!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.