Home Coronavirus Outbreak ରାଜ୍ୟରେ ୭୫୫ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୧୯୫୬ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ୭୫୫ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୧୧୯୫୬ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

198

ଭୁବନେଶ୍ୱର ୧୦-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୭୫୫ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୧୯୫୬  କୁ ବୃଦ୍ଧି ହୋଇଛି।

– ନୂଆ ଆକ୍ରାନ୍ତ: ୭୫୫

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୫୦୮

– ସ୍ଥାନୀୟ ଅଞ୍ଚଳରୁ୨୪୭

– ୨୩ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ

– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ –  ୩୨୦

 

– ଜାଣନ୍ତୁ କେଉଁ ଜିଲ୍ଲାରୁ –  କେତେ

 

୧- ଅନୁଗୁଳ ଜିଲ୍ଲାରୁ –  ୩

୨- ବାଲେଶ୍ୱର ଜିଲ୍ଲାରୁ –  ୯

୩- ବରଗଡ଼ ଜିଲ୍ଲାରୁ –  ୧

୪- ଭଦ୍ରକ ଜିଲ୍ଲାରୁ –  ୨

୫- ବଲାଙ୍ଗୀର ଜିଲ୍ଲା: ୧୨

୬- କଟକ ଜିଲ୍ଲାରୁ –  ୫୫

୭- ଦେବଗଡ଼ ଜିଲ୍ଲାରୁ –  ୪

୮- ଢେଙ୍କାନାଳ ଜିଲ୍ଲାରୁ –  ୪

୯- ଗଜପତି ଜିଲ୍ଲାରୁ –  ୩୦

୧୦- ଗଞ୍ଜାମ ଜିଲ୍ଲାରୁ –  ୩୨୦

୧୧- ଜଗତସିଂହପୁର ଜିଲ୍ଲାରୁ –  ୫

୧୨- ଯାଜପୁର ଜିଲ୍ଲାରୁ –  ୮୬

୧୩- କନ୍ଧମାଳ ଜିଲ୍ଲାରୁ –  ୨

୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫

୧୫- କେନ୍ଦୁଝର ଜିଲ୍ଲାରୁ –  ୩୨

୧୬- ଖୋର୍ଦ୍ଧା ଜିଲ୍ଲାରୁ : ୫୯

୧୭- କୋରାପୁଟ ଜିଲ୍ଲାରୁ –  ୫

୧୮- ମାଲକାନଗିରି : ୧୮

୧୯- ମୟୁରଭଞ୍ଜ ଜିଲ୍ଲାରୁ –  ୧୨

୨୦- ନୟାଗଡ଼ ଜିଲ୍ଲାରୁ –  ୧୬

୨୧- ପୁରୀ ଜିଲ୍ଲାରୁ –  ୧୧

୨୨- ସମ୍ବଲପୁର ଜିଲ୍ଲାରୁ –  ୨

୨୩- ସୁନ୍ଦରଗଡ଼ ଜିଲ୍ଲାରୁ –  ୬୨

 

– ନୂଆ ସୁସ୍ଥ ହୋଇଥିଲେ୪୦୧

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୨୧୪୪୩

– ମୋଟ ଆକ୍ରାନ୍ତ ୧୧୯୫୬

– ମୋଟ ସୁସ୍ଥ ହେଲେଣି ୭୪୦୭

– ସକ୍ରୀୟ ଆକ୍ରାନ୍ତ –  ୪୪୭୬

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.