Home ଓଡ଼ିଶା ରଥଉପରୁ ଓହ୍ଲାଗଲା ଅଶ୍ୱ

ରଥଉପରୁ ଓହ୍ଲାଗଲା ଅଶ୍ୱ

127

ପୁରୀ, ୫/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମହାପ୍ରଭୁଙ୍କର ଘୋଷଯାତ୍ରା ଓ ବାହୁଡା ଯାତ୍ରା ଶେଷ ହେବା ପରେ ୩ ଟି ଯାକ ରଥ ସିଂହଦ୍ୱାରରେ ଲାଗିଥିଲା। ଗତକାଲି ଚତୁର୍ଦ୍ଧାମୂର୍ତ୍ତୀ ରତ୍ନସିଂହାସନକୁ ବିଜେ କରିଥିଲେ। ଆଜି ୩ ଟି ରଥରେ ଲାଗିଥିବା ୧୨ ଟି ଯାକ ଅଶ୍ୱ ସାରଥି ଓ ପାର୍ଶ୍ୱଦେବାଦେବୀଙ୍କୁ ରଥ ରୁ ଖୋଲାଯାଇଛି। ଆସନ୍ତା ବର୍ଷ ରଥ ପାଇଁ ଏମାନଙ୍କୁ ସୁରକ୍ଷିତ ଭାବେ ରଖାଯିବ। ନବକଳେବର ସମୟରେ ଅଶ୍ୱ ସାରଥି ଓ ପାର୍ଶ୍ୱଦେବାଦେବୀ ନୂତନ ଭାବେ ତିଆରି ହୋଇଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.