Home ଓଡ଼ିଶା ମୋଦୀ ସରକାର 2.0 : ଧର୍ମେନ୍ଦ୍ର, ରବିଶଙ୍କର, ପ୍ରକାଶ ଜାଭଡ଼େକର ନେବେ କେନ୍ଦ୍ରମନ୍ତ୍ରୀ ପଦର ଶପଥ

ମୋଦୀ ସରକାର 2.0 : ଧର୍ମେନ୍ଦ୍ର, ରବିଶଙ୍କର, ପ୍ରକାଶ ଜାଭଡ଼େକର ନେବେ କେନ୍ଦ୍ରମନ୍ତ୍ରୀ ପଦର ଶପଥ

2708

ନୂଆ ଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) ଆସନ୍ତା କାଲି ପ୍ରଧାନ ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ। ନୂତନ ମନ୍ତ୍ରୀ ମଣ୍ଡଳରେ ୪୦ ରୁ ଉର୍ଦ୍ଧ୍ୱ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। ତେବେ ଧର୍ମେନ୍ଦ୍ର ପ୍ରଧାନ, ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭଡ଼େକର, ଆସନ୍ତା କାଲି କେନ୍ଦ୍ର ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏହି ନେତାମାନଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ୍ କଲ୍ ଆସିଥିବା ଜଣାପଡ଼ିଛି। ଅର୍ଜୁନ୍ ରାମ୍ ମେଘୱାଲ୍, ନରେନ୍ଦ୍ର ସିଂ ତୋମାର ମଧ୍ୟ ଆସନ୍ତା କାଲି କେନ୍ଦ୍ର ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.