Home ଓଡ଼ିଶା ମିଗ ୨୧ ବିମାନ କ୍ରାସ୍

ମିଗ ୨୧ ବିମାନ କ୍ରାସ୍

314

– ଦୁଇଜଣ ପାଇଲଟ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଲେ
ଗ୍ୱାଲିୟର ୨୫-୯ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଗ୍ୱାଲିୟରରେ ମିଗ ୨୧ କ୍ରାସ୍ ହୋଇଯାଇଛି। ଖୁସିର କଥା ଯେ, ଦୁଇଜଣ ପାଇଲଟ ଦୁର୍ଘଟଣା ପରେ ମଧ୍ୟ ସୁରକ୍ଷିତ ଅଛନ୍ତି।

ସୂଚନାଯୋଗ୍ୟଯେ, ଭାରତୀୟ ବାୟୁ ସେନାର ଏକ ମିଗ ୨୧ ବିମାନ କ୍ରାସ୍ ହେବା ଫଳରେ ବିମାନରେ ନିଆଁ ଲାଗି ଯାଇଥିଲା। ଏଏନଆଇ ମୁତାବକ ଏଥିରେ ଜଣେ ଗ୍ରୁପ କ୍ୟାପଟେନ୍ ଏବଂ ଏକ ସ୍କ୍ଵାଡର୍ନ ଲିଡର ଯାତ୍ରା କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.