Home ଓଡ଼ିଶା ମଦ ପିଇ ଗାଡ଼ି ଚଲାଉଥିଲେ ଯୁବକ, ଗିରଫ କଲା ପୁଲିସ

ମଦ ପିଇ ଗାଡ଼ି ଚଲାଉଥିଲେ ଯୁବକ, ଗିରଫ କଲା ପୁଲିସ

229

ଭୁବନେଶ୍ଵର,୨୭/୦୯,(ଓଡ଼ିଆ ପୁଅ ପି ନାଏକ): ମହଙ୍ଗା ପଡିଲା ମଦ ପିଇ ଗାଡି ଚଳାଇବା । ପୁରୁଣାବଜ଼ାର ପୋଲିସ ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମଦ ପିଇ ବାଇକ ଚଲାଉଥିବା ଦୁଇ ଯୁବକଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ହେଲେ ସେକ ସାକିଲ ଓ ପିଣ୍ଟୁ ସାହା । ଗିରଫ ପରେ ଦୁଇ ଯୁବକଙ୍କୁ ପୋଲିସ ମେଡିକାଲ ମାଇନା କରିବା ପରେ କୋର୍ଟ ଚାଲାଣ କରିଛି ।

ଇନକ୍ସପେକ୍ଟର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଜରଙ୍ଗ ଦଳ ପ୍ରମୁଖଙ୍କୁ ମିଳିଲା ବେଲ୍

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.