ଇନକ୍ସପେକ୍ଟର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଜରଙ୍ଗ ଦଳ ପ୍ରମୁଖଙ୍କୁ ମିଳିଲା ବେଲ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡରେ ଘଟିଥିବା ହିଂସାକାଣ୍ଡ ଏବଂ ଜଣେ ଇନକ୍ସପେକ୍ଟରଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବଜରଙ୍ଗ ଦଳ ସ୍ଥାନୀୟ ପ୍ରମୁଖ ଯୋଗେଶ ରାଜଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି।ଏହା ପୂର୍ବରୁ ଏହି ଘଟଣାରେ ଅଭିଯୁକ୍ତ ବିଜେପି ନେତା ଶିଖର ଅଗ୍ରୱାଲ ଏବଂ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳି ସାରିଛି।ଜାମିନ ମିଳିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା।ସୂଚନାଯୋଗ୍ୟ ଯେ ଗୋହତ୍ୟାକୁ ନେଇ ବୁନ୍ଦେଲଖଣ୍ଡ ସହରରେ ହିଂସା ଉପୁଜିଥିଲା।ଏବଂ ଏହି ହିଂସାକାଣ୍ଡ ଭିତରେ ଇନକ୍ସପେକ୍ଟର ସୁବୋଧ ସିଂଙ୍କୁ … Continue reading ଇନକ୍ସପେକ୍ଟର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଜରଙ୍ଗ ଦଳ ପ୍ରମୁଖଙ୍କୁ ମିଳିଲା ବେଲ୍