Home ଓଡ଼ିଶା ଭସାଣୀ ପାଇଁ ସ୍ବତନ୍ତ୍ର ଆୟୋଜନ

ଭସାଣୀ ପାଇଁ ସ୍ବତନ୍ତ୍ର ଆୟୋଜନ

255

ଭୁବନେଶ୍ୱର,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ଚାହୁଁ ଚାହୁଁ ସରିଗଲା ଦଶହରା । ଆଉ ଆଜି ଭସାଣୀ । ଦଶଦିନ ପରେ ଧରାପୃଷ୍ଠରୁ ବିଦାୟ ନେବେ ମା ଦୁର୍ଗା । ପୁଣି ଏହି ଦିନ ପାଇଁ ଭକ୍ତଙ୍କୁ ଆହୁରି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ତେବେ ତାଙ୍କ ଭସାଣୀ ପାଇଁ କଟକ ଓ ଭୁବନେଶ୍ୱରରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଏହାକୁ ଶୃଙ୍ଖଳା ର ସହ ସମାପନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.