Home ଓଡ଼ିଶା ବାଚସ୍ପତିଙ୍କ କଟୁ ବାଣୀ

ବାଚସ୍ପତିଙ୍କ କଟୁ ବାଣୀ

574

ଭୁବନେଶ୍ଵର,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ଏଣିକି ମନ ଇଛା ଘର ରଖି ପାରିବେନି ପୂର୍ବତନ ବିଧାୟକ । ଏବେ ଏହି ପ୍ରସଙ୍ଗ ଉପରେ ପୁରା ଆକ୍ସନ ମୁଡ଼୍କୁ ଓହ୍ଲାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଏହି ପ୍ରସଙ୍ଗକୁ ନେଇ ସେ କଡା ବଚନ ସ୍ବରୂପ କହିଛନ୍ତି ଯେ, ସରକାରୀ ବାସଭବନ ନ ଛାଡିଲେ ବିଜୁଳି ପାଣି କଟାଯିବ । ବାଚସ୍ପତିଙ୍କ ଏହି କଟୁ କଥା ପରେ ସହଜରେ ଏହାକୁ କେହି ଗ୍ରହଣ କରିନଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.