ad
ଓଡ଼ିଶା

ବାଚସ୍ପତିଙ୍କ କଟୁ ବାଣୀ

ଭୁବନେଶ୍ଵର,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ଏଣିକି ମନ ଇଛା ଘର ରଖି ପାରିବେନି ପୂର୍ବତନ ବିଧାୟକ । ଏବେ ଏହି ପ୍ରସଙ୍ଗ ଉପରେ ପୁରା ଆକ୍ସନ ମୁଡ଼୍କୁ ଓହ୍ଲାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଏହି ପ୍ରସଙ୍ଗକୁ ନେଇ ସେ କଡା ବଚନ ସ୍ବରୂପ କହିଛନ୍ତି ଯେ, ସରକାରୀ ବାସଭବନ ନ ଛାଡିଲେ ବିଜୁଳି ପାଣି କଟାଯିବ । ବାଚସ୍ପତିଙ୍କ ଏହି କଟୁ କଥା ପରେ ସହଜରେ ଏହାକୁ କେହି ଗ୍ରହଣ କରିନଥିବା ସୂଚନା ମିଳିଛି ।

 

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top