Home ଓଡ଼ିଶା ବନ୍ଦ ଘରୁ ଯୁବକଙ୍କୁ ମୃତ ଦେହ ଉଦ୍ଧାର

ବନ୍ଦ ଘରୁ ଯୁବକଙ୍କୁ ମୃତ ଦେହ ଉଦ୍ଧାର

540

ଭୁବନେଶ୍ଵର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ରାଜଧାନୀରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଭିଏସଏସ ନଗର ମହାବୀର ବସ୍ତି ଏକ ବନ୍ଦ ଘରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଅବକାଶ ପାଇକରାୟ ବୋଲି ଜଣାପଡିଛି । ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଏହାର ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.