Home ଓଡ଼ିଶା ବଢୁଛି ହୀରାକୁଦ ଜଳସ୍ତର

ବଢୁଛି ହୀରାକୁଦ ଜଳସ୍ତର

169

ସମ୍ବଲପୁର,୧୧ /୦୮,(ଓଡିଆ ପୁଅ/ ପଙ୍କଜିନୀ ନାୟକ): ପ୍ରବଳ ବର୍ଷା କାରଣରୁ ହୀରାକୁଦରେ ଏବେ ଜଳସ୍ତର ବଢିବାରେ ଲାଗିଛି । ଲଗାଣ ବର୍ଷା ଯୋଗୁଁ ଦିନକୁ ଦିନ ଜଳସ୍ତର ବଢିବା କାରଣୁ ଆସନ୍ତା ୧୪ ତାରିଖରେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯିବ ।

ହୀରାକୁଦରେ ବର୍ତ୍ତମାନ ଜଳସ୍ତର ରହିଛି ୬୧୪.୧୫ ଫୁଟ୍ । ସେକେଣ୍ଡ ପ୍ରତି ୧ ଲକ୍ଷ ୪୨୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡ ୧୪ ହଜାର ୨୯ କ୍ୟୁସେକ ଜଳ ନିଷ୍କାସନ ହେଉଛି । ତେବେ ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.