Home ଓଡ଼ିଶା ବଡ଼ ଭାଇକୁ ଆକ୍ରମଣ କଲା ସାନ ଭାଇ

ବଡ଼ ଭାଇକୁ ଆକ୍ରମଣ କଲା ସାନ ଭାଇ

140

କେନ୍ଦୁଝର,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ପାରିବାରିକ କଳହକୁ କେନ୍ଦ୍ର କରି ଭାଇ କଲା ଭାଇକୁ ଆକ୍ରମଣ । ଆଜ୍ଞା ହଁ, ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଘଟଗାଁ ଥାନା ପିପିଳିଆ ଗାଁରେ । ଫଳରେ ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ଗୁରୁତର ହୋଇଛି । ପରେ ବଡ଼ ଭାଇକୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି ସାନ ଭାଇ ସୁକ୍ରା ମୁଣ୍ଡା ଓ ବଡ଼ ଭାଇ ଚନ୍ଦ୍ରୁ ମୁଣ୍ଡାଙ୍କ ମଧ୍ୟରେ ପାରିବାହିକ କଳହ ଲାଗିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସାନ ଭାଇ ସୁକ୍ରା ବଡ଼ ଭାଇ ଚନ୍ଦ୍ରୁ ଉପରକୁ ତୀର ମାଡ଼ କରିଥିଲା । ବଡ଼ ଭାଇ ଚନ୍ଦ୍ରୁ ଏଥିରେ ଗୁରୁତର ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.