Home କୋରାପୁଟ ଫୋନୀ ନିମନ୍ତେ ଆଦାୟ ୧ କୋଟିରୁ ଉର୍ଦ୍ଧ ଟଙ୍କାର ଚେକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲେ ଜିଲ୍ଲାପାଳ

ଫୋନୀ ନିମନ୍ତେ ଆଦାୟ ୧ କୋଟିରୁ ଉର୍ଦ୍ଧ ଟଙ୍କାର ଚେକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲେ ଜିଲ୍ଲାପାଳ

914

କୋରାପୁଟ ୦୧-୦୬-୧୮ (ଓଡିଆ ପୁଅ/ରଂଜନ କୁମାର ଦାସ)ଫୋନୀ ନିମନ୍ତେ ସିଏମଆରଫକୁ ଆଦାୟ ହୋଇଥିବା ୧ କୋଟି ୨୧ ଲକ୍ଷ ୭୦ ହଜାର ୧୦୯ ଟଙ୍କାର ଚେକକୁ ଆଜି ଭୁବନେଶ୍ୱରଠାରେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ପ୍ରଦାନ କରିଥିଲେ ବୋଲି ଜଣାପଡିଛି।ଚେକ ପ୍ରଦାନ ବେଳେ ଜରୁରୀକାଳୀନ ଭାରପ୍ରାପ୍ତ ଅଧିକାରୀ ସିର୍ଦ୍ଧାଥ ପଟନାୟକ ଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ପି.କେ.ସାମଲ ଉପସ୍ଥିତ ଥିଲେ।କୋରାପୁଟ ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ତଥା ଓ ବେସରକାରୀ ସଂସ୍ଥାରୁ ସିଏମଆରଫକୁ ଅର୍ଥ ଆଦାୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.