Home ଓଡ଼ିଶା ଫୋନି ବାତ୍ୟା ସହାୟତା: ଏନ୍.ଡ଼ି.ଆର୍.ଏଫ୍. ଡ଼ିଜିଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଫୋନି ବାତ୍ୟା ସହାୟତା: ଏନ୍.ଡ଼ି.ଆର୍.ଏଫ୍. ଡ଼ିଜିଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

269

ଭୁବନେଶ୍ୱର, ୦୮ ମଇ (ଓଡ଼ିଆ ପୁଅ) : ରାଜ୍ୟରେ ଫୋନି ବାତ୍ୟା ପ୍ରଭାବିତ ଅଂଚଳରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟର ପ୍ରଗତି ସଂର୍ପକରେ ଏନ୍.ଡ଼ି.ଆର୍.ଏଫ୍.ର ଡ଼ିଜି ଏସ୍.ଏନ୍. ପ୍ରଧାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଆଲୋଚନା ସମୟରେ ବାତ୍ୟା ପ୍ରଭାବିତ ଅଂଚଳରେ ଏନ୍.ଡ଼ି.ଆର୍.ଏଫ୍.ର କାମ ଓ ପ୍ରଭାବିତମାନଙ୍କ ସହାୟତା ସଂର୍ପକରେ ପଚାରି ବୁଝିଥିଲେ। ପ୍ରଭାବିତ ଅଂଚଳରେ ପୁନଃନିର୍ମାଣ କାର୍ଯ୍ୟରେ ଏନ୍.ଡ଼ି.ଆର୍.ଏଫ୍.କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.