Home କୋରାପୁଟ ପୋଡାଗଡ ଶିକ୍ଷକ ସଂଘ ଦ୍ୱାରା ଗୁରୁଙ୍କୁ ସମ୍ବର୍ଦ୍ଧିତ

ପୋଡାଗଡ ଶିକ୍ଷକ ସଂଘ ଦ୍ୱାରା ଗୁରୁଙ୍କୁ ସମ୍ବର୍ଦ୍ଧିତ

86

କୋରାପୁଟ ; ତା୦୬-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ବାଉଁଶଗୁଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଏମ.ସୁରେଶ କୁମାରଙ୍କୁ ପୋଡାଗଡ ସିକ୍ଷକ ସଂଘ ଦ୍ୱାରା ଗୁରୁ ଦିବସ ଅବସରରେ ସମ୍ପର୍ଦ୍ଧିତ କରା ଯାଇଛି । ପୋଡାଗଡ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଏସ.ସୁନୀ କୁମାର ଟାକ୍ରୀଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସମାରୋହରେ ଜିଲା ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର କୁମାର ଟାକ୍ରୀ ଓ ସମ୍ପାଦକ ରାଜେନ୍ଦ୍ର ସାହୁ ଅତିଥି ଭାବେ ଯୋଗ ଦେଇ ଏମ .ସୁରେଶ କୁମାରଙ୍କୁ ଉପଢୌକନ ଓ ସାଲ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନିଷ୍ଠାପର ସେବା ଓ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସଂଘ ସମ୍ବର୍ଦ୍ଧିତ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.