ad
କୋରାପୁଟ

ପୋଡାଗଡ ଶିକ୍ଷକ ସଂଘ ଦ୍ୱାରା ଗୁରୁଙ୍କୁ ସମ୍ବର୍ଦ୍ଧିତ

କୋରାପୁଟ ; ତା୦୬-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ବାଉଁଶଗୁଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଏମ.ସୁରେଶ କୁମାରଙ୍କୁ ପୋଡାଗଡ ସିକ୍ଷକ ସଂଘ ଦ୍ୱାରା ଗୁରୁ ଦିବସ ଅବସରରେ ସମ୍ପର୍ଦ୍ଧିତ କରା ଯାଇଛି । ପୋଡାଗଡ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଏସ.ସୁନୀ କୁମାର ଟାକ୍ରୀଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସମାରୋହରେ ଜିଲା ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର କୁମାର ଟାକ୍ରୀ ଓ ସମ୍ପାଦକ ରାଜେନ୍ଦ୍ର ସାହୁ ଅତିଥି ଭାବେ ଯୋଗ ଦେଇ ଏମ .ସୁରେଶ କୁମାରଙ୍କୁ ଉପଢୌକନ ଓ ସାଲ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନିଷ୍ଠାପର ସେବା ଓ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସଂଘ ସମ୍ବର୍ଦ୍ଧିତ କରିଥିବା ଜଣା ପଡିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top