Home ଓଡ଼ିଶା ପୁଣି ହୀରାକୁଦ ଜଳଭଣ୍ଡାରର ଖୋଲିଲା ୨ଟି ଗେଟ

ପୁଣି ହୀରାକୁଦ ଜଳଭଣ୍ଡାରର ଖୋଲିଲା ୨ଟି ଗେଟ

402

ସମ୍ବଲପୁର,୦୧/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଖୋଲିଲା ହୀରାକୁଦର ଆଉ ୨ଟି ଗେଟ । ଜଳଭଣ୍ଡାର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି । ତେବେ ଗତ କିଛି ଦିନ ହେବ ଜଳଭଣ୍ଡାର ଜଳସ୍ତର ୬୩୦କୁ ପହଞ୍ଚି ଥିବାବେଳେ ପର୍ଯ୍ୟାୟକ୍ରମେ ଗେଟ ଖୋଲାଯାଉଛି । ତେବେ ପୂର୍ବରୁ ୨୦ଟି ଗେଟ ଖୋଲିଥିବାବେଳେ ଆଜି ପୁଣି ୨ଟି ଗେଟ ଖୋଲାଯାଇଛି । ଜଳଭଣ୍ଡାରର ଜଳସ୍ତର ୬୩୦ ରହିଥିବାବେଳେ ସେକେଣ୍ଡ ପ୍ରତି ୩ ଲକ୍ଷ ୮୨ ହଜାର ୨୫୭ କ୍ୟୁସେକ ଜଳ ପ୍ରବେଶ କରୁଛି । ମୋଟ ୨୨ଟି ଗେଟ ଦେଇ ୩ ଲକ୍ଷରୁ ଉର୍ଦ୍ଧ୍ୱ ଜଳ ନିଷ୍କାସିତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.