Home ଓଡ଼ିଶା ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ

317

ସମ୍ବଲପୁର,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ଜଳସ୍ତର ବୃଦ୍ଧି ଯୋଗୁଁ ପୁଣି ଖୋଲିଲା ହୀରାକୁଦ ଜଳଭଣ୍ତାର । କିଛି ଦିନଧରି ଜଳସ୍ତର କମ ଥିବାରୁ ଗେଟ ବନ୍ଦ ରହିଥିଲା । ମାତ୍ର ଆଜି ପୁଣି ଗେଟ ଖୋଲା ହୋଇଛି । ଏବେ ୨କି ଗେଟ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ବର୍ତ୍ତର୍ମାନ ଜଳଭଣ୍ତାର ଜଳସ୍ତର ୬୩୦.୦୦ ରହିଥିବା ବେଳେ ସେକେଣ୍ତ ପ୍ରତି ୫୦ ହଜାର ୩୨୯ କ୍ୟୁସେକ ଜଳ ପ୍ରଵେଶ କରୁଛି । ମୋଟ ୨ ଟି ଗେଟ ଦେଇ ସେକେଣ୍ତ ପ୍ରତି ୫୦ ହଜାର ୩୨୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.