Home ଓଡ଼ିଶା ପରି -୩ ଅପରେସନ : ତୁମୁଡିବନ୍ଧ ରୁ ୬ଜଣଙ୍କୁ ଉଦ୍ଧାର କଲା ପୋଲିସ

ପରି -୩ ଅପରେସନ : ତୁମୁଡିବନ୍ଧ ରୁ ୬ଜଣଙ୍କୁ ଉଦ୍ଧାର କଲା ପୋଲିସ

187

ବାଲିଗୁଡା, ୩/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ତୁମୁଡିବନ୍ଧ ଥାନା ଅଞ୍ଚଳରେ କାର୍ଯ୍ୟ କରୁଥିବା ୬ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁମୁଡିବନ୍ଧ ପୋଲିସ। ତୁମୁଡିବନ୍ଧରୁ ୨ଜଣ ଏବଂ RKD ଠିକା ସଂସ୍ଥା ରେ କାର୍ଯ୍ୟ କରୁଥିବା ୪ଜଣ ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରି ଫୁଲବାଣୀ ଶିଶୁ ସୁରକ୍ଷା ୟୁନିଟ କୁ ପଠାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ। ଥାନା ଅଧିକାରୀଙ୍କ ସହ ଓଏସ୍ଆଇ ଯୁଗଳ କିଶୋର ଦିଗାଲ ଓ କନଷ୍ଟେବଳ ମାନେ ଉଦ୍ଧାର କାର୍ଯ୍ୟ ରେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.