Home ଓଡ଼ିଶା ନଦୀ ଘାଟ ନିକଟରେ କଟା ମୁଣ୍ଡ

ନଦୀ ଘାଟ ନିକଟରେ କଟା ମୁଣ୍ଡ

343

ମୟୁରଭଞ୍ଜ,୦୭/୦୯,(ଓଡ଼ିଆ ପୁଅ ପି ନାଏକ): ମୟୂରଭଞ୍ଜ କରଞ୍ଜିଆରେ ଅଭାବନୀୟ ଘଟଣା ଘଟିଛି । ମିରିଗି ପଞ୍ଚାୟତ ପାଟଳୁଡିହି ଗାଁ ନିକଟ ବୁଢୀ ନଦୀ ଘାଟରେ କଟା ମୁଣ୍ଡ ଉଦ୍ଧାର ହୋଇଛି । ଗାଁ ଲୋକେ କଟାମୁଣ୍ଡ ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

ନଦୀଘାଟରେ କଟା ମୁଣ୍ଡ ପଡିଥିବା ବେଳେ ଏଠାରୁ ୫ ଶହ ମିଟର ଦୂର ବିଲରେ ଏକ ମୁଣ୍ଡ ବିହୀନ ଗଣ୍ଡି ପଡିଥିଲା । ମୃତକ ହେଲେ ପାଟଲୁଢି ଗାଁର ଜିରାମଣି ସଇ । ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.