Home ଓଡ଼ିଶା ନଜର ଆସିଲା ମାଓ ପୋଷ୍ଟର

ନଜର ଆସିଲା ମାଓ ପୋଷ୍ଟର

481

ରାୟଗଡ଼ା,୨୪/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଟିକୋଣା ଗାଁରେ ମାଓପୋଷ୍ଟର। ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଲାଗିଛି ପୋଷ୍ଟର । ପୋଷ୍ଟରରେ ମାୟାବାଲି ଗାଁର ସିତୁନ ସିକ୍‌କାକୁ ତୁରନ୍ତ ଜେଲରୁ ଖଲାସ କରିବା ପାଇଁ ଉଲ୍ଲେଖ ହୋଇଛି। ସେହିପରି ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଓ ହରିଜନମାନଙ୍କୁ ପୋଲିସ ଜୁଲୁମ ନେଇ ମଧ୍ୟ ଉଲ୍ଲେଖ ରହିଛି। ଏହା ସହ ପୋଲିସ ଇନଫର୍ମର ଓ ଠିକାଦାରଙ୍କୁ ଦଲାଲି ନକରି ସତର୍କ ରହିବାକୁ ଚେତାବନୀ ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.