Home ଓଡ଼ିଶା ଦ୍ବାଦଶ ରାଉଣ୍ଡରେ ବିଜେଡି ଆଗୁଆ

ଦ୍ବାଦଶ ରାଉଣ୍ଡରେ ବିଜେଡି ଆଗୁଆ

137

ପାଟକୁରା, ୨୪।୭(ଓଡିଆ ପୁଅ/ପଙ୍କଜିନୀ ନାୟକ): ପାଟକୁରା ବିଧାନସଭା ଆସନର ଦ୍ୱାଦଶ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୧୬, ୧୪୪ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି।

ତାଙ୍କୁ ୬୯୬୯୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ଖାତାକୁ ୫୩୫୫୨ ଖଣ୍ଡ ଭୋଟ୍‌ ଯାଇଛି। ସେହିଭଳି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ପାଇଛନ୍ତି ମାତ୍ର ୧୬୯୩ ଖଣ୍ଡ ଭୋଟ୍‌।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.