Home କୋରାପୁଟ ଦେବୀଘାଟ ଜେଇଏଲସି ସ୍କୁଲରେ ସ୍ୱଛତାପକ୍ଷ ସଚେତନତା ଶୋଭାଯାତ୍ରା

ଦେବୀଘାଟ ଜେଇଏଲସି ସ୍କୁଲରେ ସ୍ୱଛତାପକ୍ଷ ସଚେତନତା ଶୋଭାଯାତ୍ରା

71

କୋରାପୁଟ ୧୬-୦୯ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ବ୍ଲକ ଅନ୍ତର୍ଗତ ଦେବୀଘାଟ ଜେଇଏଲସି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ସ୍ୱଛତାପକ୍ଷ ଏକ ସଚେତନତା ଶୋଭାଯାତ୍ରା କରିଥିଲେ।ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋଭାଯାତ୍ରାରେ ପିଲାମାନେ ଗ୍ରାମବାସୀମାନଙ୍କୁ ପ୍ଲାଷ୍ଟିକ ବ୍ୟବହାରର କୁପରିଣାମ ଉପରେ ସଚେତନତା କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.