Home ଜିଲ୍ଲା ପରିକ୍ରମା ଜାତୀୟ ପତାକା ର ଅସମ୍ମାନ ନେଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି

ଜାତୀୟ ପତାକା ର ଅସମ୍ମାନ ନେଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି

63

ବଲାଙ୍ଗୀର/ଟିଟିଲାଗଡ ୧୦-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ): ଟିଟିଲାଗଡ ରେଳ ଷ୍ଟେସନ ସମ୍ନାରେ ଥିବା ଜାତୀୟ ପତାକାକୁ ଅଣ ଦେଖା କରି ଛାଡ଼ିଦେବା ଦେଖା ଦେଇଛି। ଉପଯୁକ୍ତ ସରକାରୀ ନିୟମ ପାଳନ ନ କରି ଖୋଲା ଖୋଲି ବିଭାଗୀୟ ଅଧିକାରୀ ଏହି ତ୍ରିରଙ୍ଗା ପତାକା ଉତ୍ତୋଳନ ଓ ପରେ କରାଯିବା ଉଚିତ। ହେଲେ ଏହି ସରକାରୀ ନିୟମ ଅନୁଯାୟୀ ଏହି ଜାତୀୟ ପତାକା ତଳେ ଖୁଲି ପଡିଛି। ଦିନେ ଦୁଇଦିନ ନ ହୋଇ ଦୀର୍ଘ ଦିନ ଧରି ଏପରି ଅବସ୍ଥାରେ ଝୁଲି ରହିଥିବା ବେଳେ ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.