Home ଓଡ଼ିଶା ଚେନ୍ନାଇରେ ବି ପାଳନ ହେଲା ନୂଆଁଖାଇ

ଚେନ୍ନାଇରେ ବି ପାଳନ ହେଲା ନୂଆଁଖାଇ

142

ଭୁବନେଶ୍ଵର,୨୩/୦୯,(ଓଡ଼ିଆ ପୁଅ ପି ନାଏକ): ଖାଲି ଓଡ଼ିଶା ନୁହେଁ ବରଂ ଓଡ଼ିଶା ବାହାରେ ଧୂମଧାମରେ ପାଳନ ହୋଇଛି ନୂଆଁଖାଇ । ଚେନ୍ନାଇରେ ନୂଆଖାଇ ଜୁହାର ମହା ସମାରହରେ ପାଳନ ହୋଇଯାଇଛି । ନୂଆଖାଇ ଦୀର୍ଘ ବର୍ଷ ହେବ ଚେନ୍ନାଇରେ ପାଳନ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ବହୁ ଆଡମ୍ବର ସହକାରେ ପାଳନ କରିଛନ୍ତି ଓଡିଶା ବାସୀ । ଚେନ୍ନାଇରେ ରହୁଥିବା ପଶ୍ଚିମ ଓଡିଶା ବାସୀ ତଥା ଓଡିଶା ବାସୀଙ୍କ ତରଫରୁ ଓଡିଶା ଭବନରେ ନୂଆଖାଇ ଧୁମ ଧାମ ରେ ପାଳନ ହୋଇଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.