Home ଓଡ଼ିଶା ଚନ୍ଦ୍ରାୟନ-୨ ଉତକ୍ଷେପଣ ପୂର୍ବରୁ ଶଙ୍କରାଚାର୍ଯ୍ୟ ଦେଇଥିଲେ ପରାମର୍ଶ

ଚନ୍ଦ୍ରାୟନ-୨ ଉତକ୍ଷେପଣ ପୂର୍ବରୁ ଶଙ୍କରାଚାର୍ଯ୍ୟ ଦେଇଥିଲେ ପରାମର୍ଶ

260

­ଭୁବନେଶ୍ଵର,୦୧/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ) : ଚନ୍ଦ୍ରାୟନ-୨ର ସଫଳ ଉତ୍‌କ୍ଷେପଣ ପଛରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶୁଭେଚ୍ଛା ଓ ପ୍ରେରଣା ଅଛି ବୋଲି ସୂଚନା ମିଳିଛି। ଉତ୍‌କ୍ଷେପଣ ତିଥି ନିର୍ଦ୍ଧାରଣ ପୂର୍ବରୁ ଇସ୍ରୋ ବୈଜ୍ଞାନିକ ମାନେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇଥିବା ଜଣାପଡ଼ିଛି।

ଇସ୍ରୋକୁ ଯାଇ ବୈଜ୍ଞାନିକମାନଙ୍କୁ ବୈଦିକ ଗଣିତ ଓ ମହାକାଶ ବିଜ୍ଞାନର ବ୍ୟବହାର ସଂପର୍କରେ ପରାମର୍ଶ ଦେଇଥିଲେ। ଶଙ୍କରାଚାର୍ଯ୍ୟ ଶ୍ରୀହରିକୋଟାସ୍ଥିତ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ପ୍ରୟୋଗଶାଳା ବୁଲି ଦେଖିବା ସହ ମହାକାଶ ବୈଜ୍ଞାନିକମାନଙ୍କ ସହ ବିଚାରବିମର୍ଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.