Home ଓଡ଼ିଶା ଘୁଞ୍ଚିଲା ଅଯୋଧ୍ୟା ଶୁଣାଣି

ଘୁଞ୍ଚିଲା ଅଯୋଧ୍ୟା ଶୁଣାଣି

344

ନୂଆଦିଲ୍ଲୀ,୦୪/୧୦,(ଓଡ଼ିଆ ପୁଅ ପି ନାଏକ): ଅଯୋଧ୍ୟା ର ରାମ ଜନ୍ମଭୂମି ଶାବରୀ ମସଜିଦ ବିବାଦର ଶୁଣାଣୀ ଘୁଞ୍ଚାଇଛନ୍ତି । ତେବେ ଅକ୍ଟୋବର ୧୭ ସୁଦ୍ଧା ଏହାର ଶୁଣାଣୀ ହେବ ବୋଲି କୋର୍ଟ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବା ପାଇଁ ୧୮ ଅକ୍ଟୋବର ପର୍ଯ୍ୟନ୍ତ ତାରିଖ ଦେଇଥିଲେ । ଆସନ୍ତା ଶନିବାର ମଧ୍ୟ ଏ‌ହାର ଶୁଣାଣି ହେବନାହିଁ ବୋଲି କୋର୍ଟ କହିଛନ୍ତି । ଏମିତିରେ ଉଚ୍ଚତମ ନ୍ୟାୟାଳୟ ଶନିବାର ଓ ରବିବାର ଛୁଟି ରହିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.