ad
ଓଡ଼ିଶା

କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଉପବର୍ଗୀକରଣର ଅନୁଧ୍ୟାନ ଲାଗି ଗଠିତ କମିଶନଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ- ୧/୮ (ଓଡିଆ ପୁଅ) – କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗ ମଧ୍ୟରେ ଉପବର୍ଗୀକରଣ ବିଷୟରେ ପରୀକ୍ଷଣ ଲାଗି ସମ୍ବିଧାନର ୩୪୦ ଧାରା ଅନ୍ତର୍ଗତ ଗଠିତ କମିଶନଙ୍କ କାର୍ଯ୍ୟକାଳକୁ ୬ ମାସ ପାଇଁ ବୃଦ୍ଧି କରି ୩୧ ଜୁଲାଇ, ୨୦୧୯ ଠାରୁ ୩୧ ଜାନୁଆରୀ, ୨୦୨୦କୁ ସମ୍ପ୍ରସାରଣ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବିତ ସମ୍ପ୍ରସାରିତ କାର୍ଯ୍ୟକାଳ ଦ୍ୱାରା ବିଭିନ୍ନ ଅଂଶୀଦାରମାନଙ୍କ ସହ ପରାମର୍ଶ କରି କମିଶନ ଅନ୍ୟାନ୍ୟ ବର୍ଗର ଉପବର୍ଗୀକରଣ ସମ୍ବନ୍ଧରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାରେ ସମର୍ଥ ହେବେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top