ad
ଓଡ଼ିଶା

ଓଡ଼ିଶା ଆସୁଛନ୍ତି ଶିବରାଜ

ଭୁବନେଶ୍ୱର, ୧୦/୦୮(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଶିବରାଜ ସିଂହ ଚୌହ୍ୱାନ ।

ଭୁବନେଶ୍ଵର ଠାରେ ପହଞ୍ଚିବା ପରେ ସେ ଅପରାହ୍ନ ୪ଟାରେ ଖୋର୍ଦ୍ଧା ଗୀତା ଭବନ ପଡ଼ିଆରେ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ପରେ ଓଡ଼ିଶାରେ ସଦସ୍ୟତା ଅଭିଯାନର ସମୀକ୍ଷା କରିବେ ଶିବରାଜ ସିଂହ ଚୌହ୍ୱାନ । ଏହାଛଡା ସଦସ୍ୟତା ଅଭିଯାନରେ ଖୋର୍ଦ୍ଧାରୁ ସଦସ୍ୟ ହେବେ ଶିବରାଜ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top