Home ଓଡ଼ିଶା ଆତଙ୍କବାଦୀଙ୍କୁ ଚକମା ପାଇଁ ଯୋଜନା

ଆତଙ୍କବାଦୀଙ୍କୁ ଚକମା ପାଇଁ ଯୋଜନା

141

ଜମ୍ମୁ,୨୮ ।୭,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଏନଏସଏ ମୁଖ୍ୟ ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆଜି  ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ବିରୋଧରେ ବଡ ଅପରେସନ ପାଇଁ ପ୍ରସ୍ତୁତ ଚାଲିଛି ବୋଲି ଏଥିରେ ସୂଚନା ମିଳିଛି । ଏନେଇ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଗ୍ରହଣ   କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ,  ଅଗଷ୍ଟ ୧୫ କିମ୍ବା ତା ପରେ ଆତଙ୍କବାଦୀ ଆକ୍ରମଣ ହେବାର ସୂତ୍ରରୁ ପ୍ରକାଶ ପାଇଛି। ଏନେଇ ଆତଙ୍କବାଦୀମାନଙ୍କୁ ଚକମା ଦେବା ପାଇଁ ଏନଏସଏ ପକ୍ଷରୁ ଏକ ବଡ ଅପରେସନର ଯୋଜନା କରାଯାଉଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.