Home ଅପରାଧ ଆଖିରେ ଧୁଳି ଦେଇ କଏଦୀ ଚମ୍ପଟ

ଆଖିରେ ଧୁଳି ଦେଇ କଏଦୀ ଚମ୍ପଟ

462

ଭୁବନେଶ୍ଵର,୨୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଛୁ ମାରିଲା ବିଚାରାଧୀନ କଏଦୀ । ଫେରାର କଏଦୀ ଜଣକ ନକୁଳ ମାଝି। ନକୁଳ ଏକ ହତ୍ୟା ମାମଲାରେ ଏକ ବର୍ଷ ହେଲା ବରଗଡ଼ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଥିଲେ।

ଗତକାଲି ରାତିରେ ନକୁଳ ଏକ ବ୍ଲେଡ୍‌ ସାହାଯ୍ୟରେ ନିଜ ହତକୁ କାଟି ଦେଇଥିଲେ। ଫଳରେ ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ନକୁଳ ଚମ୍ପଟ ମାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.