Home ଓଡ଼ିଶା ଅସିତ ତ୍ରିପାଠୀ ହେଲେ ନୂଆ ମୁଖ୍ୟ ଶାସନ ସଚିବ

ଅସିତ ତ୍ରିପାଠୀ ହେଲେ ନୂଆ ମୁଖ୍ୟ ଶାସନ ସଚିବ

270

ଭୁବନେଶ୍ଵର,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଅସିତ୍‌ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ। ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅସିତ ତ୍ରିପାଠୀଙ୍କ ନାଁରେ ମୋହର ମାରିଛି ସାଧାରଣ ପ୍ରଶସାନ ବିଭାଗ। ଆସନ୍ତା ୧୯ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ। ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର ହେବା ପରେ ତାଙ୍କ ସ୍ଥାନରେ ଅସିତ ତ୍ରିପାଠୀଙ୍କୁ ମିଳିଛି ନୂଆ ନିଯୁକ୍ତି। ଅସିତ ତ୍ରିପାଠୀ ଗୃହ ସଚିବ ଓ କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଉଛନ୍ତି। ସେ ମୁଖ୍ୟ ଶାସନ ସଚିବ ହେବା ପରେ କିଏ ହେବେ ଗୃହ ସଚିବ ସେନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.