Home ଓଡ଼ିଶା ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

418

ବ୍ରହ୍ମପୁର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଉଦ୍ଧାର ହୋଇଛି ଅଜଣା ଯୁବକଙ୍କ ମୃତଦେହ । ବ୍ରହ୍ମପୁର ଗୋଳନ୍ଥରା ଥାନା ମଦନପୁର ଗାଁ ରୁ ଏହି ମୃତଦେହ ଉଦ୍ଧାର ହୋଇଛି । ଏହାକୁ ଦେଖି ପ୍ରଥମେ ଲୋକେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଏହାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ କେହି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.