Home Top News ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ଯଶପାଲ ଶର୍ମାଙ୍କର ହୃଦଘାତରେ ମୃତ୍ୟୁ

୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ଯଶପାଲ ଶର୍ମାଙ୍କର ହୃଦଘାତରେ ମୃତ୍ୟୁ

52

ନୂଆ ଦିଲ୍ଲୀ ୧୩ ଜୁଲାଇ (ଓଡ଼ିଆ ପୁଅ) ଭାରତର ପୂର୍ବତନ କ୍ରିକେଟର ତଥା ୧୯୮୩ ବିଶ୍ୱକପ ବିଜେତା ଦଳର ଅନ୍ୟତମ ସଦସ୍ୟ ଯଶପାଲ ଶର୍ମା ମଙ୍ଗଳବାର (ଜୁଲାଇ ୧୩) ସକାଳେ ହୃଦ୍‌ଘାତରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ୬୬ ବର୍ଷ ବୟସରେ ବିୟୋଗ ହୋଇଛି।

ୟଶପାଲ ୩୭ ଟି ଟେଷ୍ଟ ଏବଂ ୪୨ ଟି ODI ଭାରତ ପାଇଁ ଖେଳିଥିଲେ। ସେ ଟେଷ୍ଟରେ ୧୬୦୬ ରନ୍ ଏବଂ ODI ରେ ୮୮୩ ରନ୍ ସ୍କୋର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.