Home Coronavirus Outbreak ରାଜ୍ୟରେ ଆଜି କରୋନା କାରଣରୁ ୬୮ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୪୭୩୦ କୁ...

ରାଜ୍ୟରେ ଆଜି କରୋନା କାରଣରୁ ୬୮ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୪୭୩୦ କୁ ବୃଦ୍ଧି

73

ଭୁବନେଶ୍ୱର ୧୩-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୮ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୪୭୩୦ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ଅନୁଗୁଳ ୩ ଜଣ,

ବାଲେଶ୍ୱର ୧ ଜଣ,

ବରଗଡ ୬ ଜଣ,

ବଲାଙ୍ଗୀର ୨ ଜଣ,

କଟକ ୨ ଜଣ,

ଢେଙ୍କାନାଳ ୨ ଜଣ,

ଗଞ୍ଜାମ ୭ ଜଣ,

ଯାଜପୁର ୩ ଜଣ,

ଝାରସୁଗୁଡ଼ା ୨ ଜଣ,

କନ୍ଧମାଳ ୧ ଜଣ,

କେନ୍ଦ୍ରାପଡା ୨ ଜଣ,

କେନ୍ଦୁଝର ୨ ଜଣ,

ଖୋର୍ଦ୍ଧା ୧୭ ଜଣ,

ମୟୁରଭଞ୍ଜ ୬ ଜଣ,

ନୟାଗଡ଼ ୨ ଜଣ,

ନୁଆପଡା ୧ ଜଣ,

ପୁରୀ ୪ ଜଣ,

ସୁନ୍ଦରଗଡ ୫

ମୋଟ ୬୮ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.