Home Coronavirus Outbreak ଟୋକିଓ ଅଲିମ୍ପିକ୍ସ ୨୦୨୦ : ରେସଲର ବଜରଙ୍ଗ ପୁନିଆ ଜିତିଲେ, କ୍ୱାର୍ଟର ଫାଇନାଲରେ ପ୍ରବେଶ

ଟୋକିଓ ଅଲିମ୍ପିକ୍ସ ୨୦୨୦ : ରେସଲର ବଜରଙ୍ଗ ପୁନିଆ ଜିତିଲେ, କ୍ୱାର୍ଟର ଫାଇନାଲରେ ପ୍ରବେଶ

72

ନୂଆ ଦିଲ୍ଲୀ ୬ ଅଗଷ୍ଟ (ଓଡ଼ିଆ ପୁଅ) ରେସଲର ବଜରଙ୍ଗ ପୁନିଆ ଜିତିଲେ, କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ୧/୮ ଫାଇନାଲ ମ୍ୟାଚରେ କିର୍ଗିଜସ୍ଥାନର ଇ ଆକମାତାଲିଭ୍ ଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ତେବେ ତାଙ୍କଠାରୁ ଭାରତ ପାଇଁ ଆଉ ଏକ ପଦକ ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.