Home Top News ଟୋକିଓ ଅଲିମ୍ପିକ୍ସ ୨୦୨୦: ବଜରଙ୍ଗ ପୁନିଆ ଇରାନର ମୋର୍ଟେଜା ଘିଆସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ

ଟୋକିଓ ଅଲିମ୍ପିକ୍ସ ୨୦୨୦: ବଜରଙ୍ଗ ପୁନିଆ ଇରାନର ମୋର୍ଟେଜା ଘିଆସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ

58

ନୂଆ ଦିଲ୍ଲୀ ୬ ଅଗଷ୍ଟ (ଓଡ଼ିଆ ପୁଅ) ଟୋକିଓ ଅଲିମ୍ପିକ୍ସ ୨୦୨୦: ବଜରଙ୍ଗ ପୁନିଆ ୬୫ କିଲୋଗ୍ରାମ ବର୍ଗରେ ଇରାନର ମୋର୍ଟେଜା ଘିଆସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ସେ ଏବେ ବ୍ରୋଞ୍ଜ ପଦକ ପାଇଁ ଗୋଟିଏ ପାଦ ଦୂରରେ ଅଛନ୍ତି।

ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା କରୁଛନ୍ତି ପ୍ରଶଂସକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.