Home Coronavirus Outbreak ରାଜ୍ୟରେ ରେକର୍ଡ଼ ସଂଖ୍ୟାରେ ସୁସ୍ଥ ହେଲେ କରୋନା ଆକ୍ରାନ୍ତ – ୨୫୧୯ ସୁସ୍ଥ ହେଲେ

ରାଜ୍ୟରେ ରେକର୍ଡ଼ ସଂଖ୍ୟାରେ ସୁସ୍ଥ ହେଲେ କରୋନା ଆକ୍ରାନ୍ତ – ୨୫୧୯ ସୁସ୍ଥ ହେଲେ

136

ଭୁବନେଶ୍ୱର ୨୪-୮ (ଓଡ଼ିଆ ପୁଅ)ଆଜି ସଂଧ୍ୟାରେ ରାଜ୍ୟରେ ରେକର୍ଡ଼ ସଂଖ୍ୟାରେ ସୁସ୍ଥ ହୋଇଛନ୍ତି କରୋନା ଆକ୍ରାନ୍ତ। ଆଜି ୨୫୧୯ ସୁସ୍ଥ ହେଲେ। ଓଡିଶାର ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫୬୯୨୪ ରେ ପହଞ୍ଚିଛି।
ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
୪୨୮ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୨୭୬ ଜଣ ବାଲେଶ୍ୱର ଜିଲ୍ଲାରୁ
୨୩୭ ଜଣ ଗଞ୍ଜାମ ଜିଲ୍ଲାରୁ
୧୫୨ ଜଣ କଟକ ଜିଲ୍ଲାରୁ
୧୪୪ ଜଣ ରାୟଗଡ଼ା ଜିଲ୍ଲାରୁ
୧୪୦ ଜଣ ଭଦ୍ରକ ଜିଲ୍ଲାରୁ
୧୩୮ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୯୮ ଜଣ କୋରାପୁଟ ଜିଲ୍ଲାରୁ
୯୭ ଜଣ ପୁରୀ ଜିଲ୍ଲାରୁ
୯୬ ଜଣ ନୟାଗଡ଼ ଜିଲ୍ଲାରୁ
୮୫ ଜଣ ବଲାଙ୍ଗୀର ଜିଲ୍ଲାରୁ
୬୧ ଜଣ ଢେଙ୍କାନାଳ ଜିଲ୍ଲାରୁ
୬୦ ଜଣ କନ୍ଧମାଳ ଜିଲ୍ଲାରୁ
୫୯ ଜଣ ସମ୍ବଲପୁର ଜିଲ୍ଲାରୁ
୫୮ ଜଣ ଯାଜପୁର ଜିଲ୍ଲାରୁ
୫୪ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୫୩ ଜଣ ବଗଗଡ଼ ଜିଲ୍ଲାରୁ
୫୩ ଜଣ ଜଗତସିଂହପୁର ଜିଲ୍ଲାରୁ
୫୨ ଜଣ ମାଲକାନଗିରି
୪୨ ଜଣ ଗଜପତିଜିଲ୍ଲାରୁ
୩୧ ଜଣ ନବରଙ୍ଗପୁର ଜିଲ୍ଲାରୁ
୨୩ ଜଣ କଳାହାଣ୍ଡି ଜିଲ୍ଲାରୁ
୨୨ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୧୯ ଜଣ ଦେବଗଡ଼ ଜିଲ୍ଲାରୁ
୧୯ ଜଣ କେନ୍ଦୁଝର ଜିଲ୍ଲାରୁ
୧୮ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୩ ଜଣ ଅନୁଗୁଳ ଜିଲ୍ଲାରୁ
୧ ଜଣ ବୌଦ୍ଦ ଜିଲ୍ଲାରୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.