Home ଅପରାଧ ସ୍ତ୍ରୀ ର କଟାମୁଣ୍ଡ ଧରି ଥାନାରେ ପହଁଚିଲା ପତ୍ନୀହନ୍ତା

ସ୍ତ୍ରୀ ର କଟାମୁଣ୍ଡ ଧରି ଥାନାରେ ପହଁଚିଲା ପତ୍ନୀହନ୍ତା

216

ନୂଆ ଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) ଏକ ଭୟଙ୍କର ଘଟଣା। ଜଣେ ବ୍ୟକ୍ତି ତା ପତ୍ନୀର ମୁଣ୍ଡ କାଟି କଟାମୁଣ୍ଡ ଧରି ଥାନାରେ ଆତ୍ମ ସମର୍ପଣ କରିଛି। ସେ ଆତ୍ମ ସମର୍ପଣ କରିବା ପରେ ପୋଲିସ୍ କପ କହିଛିଯେ, ପତ୍ନୀର ପଡୋଶୀ ସହିତ ଅନୈତିକ ସମ୍ପର୍କ ଥିଲା। ଏହା ସନ୍ଦେହ କରି ସେ ଏପରି ଜଘନ୍ୟ କାଣ୍ଡ ଘଟାଇଛି ବୋଲି କହିଛି। ଏହି ଘଟଣା ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ବୃନ୍ଦା ଜିଲ୍ଲାର ନେଟନଗର ଅଞ୍ଚଳରେ ଘଟିଛି।
ପୋଲିସର ସୂଚନାନୁସାରେ, ଏହି ଭୟଙ୍କର ଘଟଣା ପୂର୍ବରୁ ସ୍ୱାମୀ ଚିନାର ଯାଦବଙ୍କ ପତ୍ନୀ ବିମଳାଙ୍କ ସହ ଝଗଡା ହୋଇଥିଲା।

ଏଥିରେ କ୍ରୋଧିତ ହୋଇ ଯାଦବ ତାଙ୍କୁ ଏକ ତୀକ୍ଷ୍ଣ ଅସ୍ତ୍ରରେ କାଟି ବାବେରୁ ପୋଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲା।

ପୋଲିସ ଅଧୀକ୍ଷକ ମହେନ୍ଦ୍ର ପ୍ରତାପ ସିଂ ଚୌହାନ କହିଛନ୍ତି, “ଯାଦବଙ୍କୁ ପୋଲିସ ଗିରଫ କରି ହତ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି। ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.