Home ଆମ ପର୍ବ ପର୍ବାଣୀ ଧବଳେଶ୍ବର ଦେବଙ୍କ ପୀଠରେ ବିଶାଳ କଳସ ଯାତ୍ରା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଧବଳେଶ୍ବର ଦେବଙ୍କ ପୀଠରେ ବିଶାଳ କଳସ ଯାତ୍ରା ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

19

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର, ଗୋଳାବନ୍ଧ ସ୍ଥିତ ପ୍ରସିଦ୍ଧ ଧବଳେଶ୍ବର ଦେବଙ୍କ ପୀଠରେ ଆୟୋଜିତ ହୋଇଛି ବିଶ୍ୱଶାନ୍ତି ନବ କୁଣ୍ଡିଅ ମହାଯଜ୍ଞ। ମହିଳା ମାନଙ୍କ ଦ୍ୱାରା ଏକ ବିଶାଳ ପଟୁଆରରେ ମହୋଦଧିରୁ ଜଳ ଆଣି ଘଣ୍ଟ, ଘଣ୍ଟା, ମୃଦଙ୍ଗ, ହୁଳହୁଳି, ହରିବୋଲ ସହିତ ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାପରେ ମନ୍ତ୍ର ଧ୍ୱନୀ ମଧ୍ୟରେ ଆରମ୍ଭ ହୋଇଥିଲା ବିଶ୍ୱଶାନ୍ତି ନବ କୁଣ୍ଡିଅ ମହାଯଜ୍ଞ। ଏଥିରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। -/Dr
https://youtu.be/p8s24o06yZY

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.