Home ଓଡ଼ିଶା ବିଶ୍ୱ ହିନ୍ଦୁ ପରିଷଦ ପୂର୍ବ- ଓଡ଼ିଶା ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ

ବିଶ୍ୱ ହିନ୍ଦୁ ପରିଷଦ ପୂର୍ବ- ଓଡ଼ିଶା ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ

65

ଭୁବନେଶ୍ୱର/କଟକ: ବିଶ୍ୱ ହିନ୍ଦୁ ପରିଷଦ ପୂର୍ବ- ଓଡ଼ିଶା ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ବିଶ୍ବହିନ୍ଦୁ ପରିଷଦ କଟକ ସ୍ଥିତ ପ୍ରାନ୍ତ କାର୍ଯ୍ୟାଳୟ ଅହଲ୍ୟା ନିବାସ ପରିସରରେ ସମ୍ପନ୍ନ ହୋଇଯାଇଛି। ବୈଠକରେ କ୍ଷେତ୍ର ସହ- ସମ୍ପାଦକ ଗୌରୀ ପ୍ରସାଦ ରଥ, ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ଆନନ୍ଦ ଜୀ ପାଣ୍ଡେ, ପ୍ରାନ୍ତ ସମ୍ପାଦକ ପଣ୍ଡିତ ମହେଶ କୁମାର ସାହୁ, ଉପ-ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପଣ୍ଡିତ ସତ୍ୟ ନାରାୟଣ ଦାସ , ଭଗବାନ ଦାସ ଖନ୍ଦେଲୱା ଓ ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ମାନସ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ପ୍ରାନ୍ତୀୟ ପଦାଧିକାରୀ, ବିବିଧ ଆୟମ ପ୍ରମୁଖ ଏବଂ ୧୯ ଟି ଜିଲ୍ଲାରୁ ୧୨୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଉପସ୍ଥିତି ଥିଲେ। ଆଗାମୀ ଦିନରେ ତୃଣମୂଳ ସ୍ତରରେ ସଙ୍ଗଠନକୁ ଦୃଢ଼ କରିବା ସହିତ ୨୦୨୪ରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠାର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉପରେ ଚିନ୍ତନ କରାଯାଇଥିଲା।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.