Home ଓଡ଼ିଶା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗିରଫ

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଗିରଫ

144

ଉଜୈନ ୯-୭ (ଓଡିଆ ପୁଅ) ଉଜୈନରୁ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ରିପୋର୍ଟ ଅନୁଯାୟୀ, ଉଜୈନର ମହାକାଳ ମନ୍ଦିରରୁ ଧରାପଡ଼ିଛି ବିକାଶ ଦୁବେ। ସେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରି ଫେରାର ଥିଲା। ଉତ୍ତର ପ୍ରଦେଶର ପୋଲିସ୍ ଟିମ୍‌ ଏହାପରେ ସକ୍ରୀୟ ହୋଇ ଖୋଜିବାରେ ଲାଗିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.