Home Top News କେନ୍ଦ୍ର ସରକାରଙ୍କର ବଡ଼ ଘୋଷଣା: ଲାଦାଖରରେ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ – ଏଥିପାଇଁ ଖର୍ଚ୍ଚ ହେବ...

କେନ୍ଦ୍ର ସରକାରଙ୍କର ବଡ଼ ଘୋଷଣା: ଲାଦାଖରରେ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ – ଏଥିପାଇଁ ଖର୍ଚ୍ଚ ହେବ ୭୫୦କୋଟି

67

ନୂଆଦିଲ୍ଲୀ ୨୨ (ଓଡ଼ିଆ ପୁଅ) ଦେଶରେ ପେଗାସସ୍ ସ୍ନୁପିଂ ମାମଲାକୁ ନେଇ ବିବାଦ ମଧ୍ୟରେ କେନ୍ଦ୍ର ସରକାର ଗୁରୁବାର ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ ଲଦାଖର ୟୁନିଅନ୍ ଟେରିଟୋରୀରେ ୭୫୦ କୋଟି ଟଙ୍କା ବ୍ୟୟରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହି ବିଶ୍ୱବିଦ୍ୟାଳୟ ସେଠାରେ ଥିବା ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏକ ମଡେଲ ଭାବରେ କାର୍ଯ୍ୟ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.