Home Top News ଆଜି (୧୦ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

ଆଜି (୧୦ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

83

ନୂଆ ଦିଲ୍ଲୀ ୧୦ -୧୦ (ଓଡ଼ିଆ ପୁଅ) ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୩୭ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୮ ରୁ ୩୦ ପଇସା ବୃଦ୍ଧି ପାଇଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ପେଟ୍ରୋଲ ଏବଂ ଡିଜେଲ ଜର କ୍ରମରେ ମୁଖ୍ୟ ସହର ଗୁଡ଼ିକରେ ଏବଂ ଜିଲ୍ଲାରେ ଦର କେତେ?

ସହରର ନାମ ଆଜିର ଦର (୧୦-୧୦) ଗତକାଲିର ଦର (୯-୧୦) ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୪.୧୪ ୧୦୩.୮୪ ୦.୩
କୋଲକାତା ୧୦୪.୮ ୧୦୪.୫୨ ୦.୨୮
ମୁମ୍ବାଇ ୧୧୦.୧୨ ୧୦୯.୮୩ ୦.୨୯
ଚେନ୍ନାଇ ୧୦୧.୫୩ ୧୦୧.୩୭ ୦.୧୬
ଗୁରୁଗାଓଁ ୧୦୧.୪୪ ୧୦୧.୨୭ ୦.୧୭
ନୋଏଡା ୧୦୧.୪ ୧୦୧.୧୧ ୦.୨୯
ବାଙ୍ଗାଲୋର ୧୦୭.୭୭ ୧୦୭.୪୬ ୦.୩୧
ଭୁବନେଶ୍ୱର ୧୦୫.୪୬ ୧୦୪.୭୫ ୦.୭୧
ଚଣ୍ଡିଗଡ଼ ୧୦୦.୨୪ ୯୯.୯୫ ୦.୨୯
ହାଇଦ୍ରାବାଦ ୧୦୮.୩୩ ୧୦୮.୦୨ ୦.୩୧
ଜୟପୁର ୧୧୨.୦୬ ୧୧୦.୯୨ ୧.୧୪
ଲକ୍ଷ୍ନୌ ୧୦୧.୧୮ ୧୦୦.୮୯ ୦.୨୯
ପାଟନା ୧୦୭.୨୯ ୧୦୬.୯୪ ୦.୩୫
ତ୍ରୀଭେନ୍ଦ୍ରମ୍ ୧୦୫.୯୬ ୧୦୬.୦୯ -୦.୧୩
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୨.୮୨ ୯୨.୪୭ ୦.୩୫
କୋଲକାତା ୯୫.୯୩ ୯୫.୫୮ ୦.୩୫
ମୁମ୍ବାଇ ୧୦୦.୬୬ ୧୦୦.୨୯ ୦.୩୭
ଚେନ୍ନାଇ ୯୭.୨୬ ୯୭.୦୩ ୦.୨୩
ଗୁରୁଗାଓଁ ୯୩.୨୧ ୯୨.୯୬ ୦.୨୫
ନୋଏଡା ୯୩.୪୫ ୯୩.୧ ୦.୩୫
ବାଙ୍ଗାଲୋର ୯୮.୫୨ ୯୮.୧୫ ୦.୩୭
ଭୁବନେଶ୍ୱର ୧୦୧.୬୨ ୧୦୦.୮୫ ୦.୭୭
ଚଣ୍ଡିଗଡ଼ ୯୨.୫୫ ୯୨.୨ ୦.୩୫
ହାଇଦ୍ରାବାଦ ୧୦୧.୨୭ ୧୦୦.୮୯ ୦.୩୮
ଜୟପୁର ୧୦୩.୦୮ ୧୦୧.୯୪ ୧.୧୪
ଲକ୍ଷ୍ନୌ ୯୩.୨୬ ୯୨.୯ ୦.୩୬
ପାଟନା ୯୯.୩୬ ୯୯ ୦.୩୬
ତ୍ରୀଭେନ୍ଦ୍ରମ୍ ୯୯.୪୩ ୯୯.୪୫ -୦.୦୨
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୬.୩୧ ୧୦୬.୧୭ ୦.୧୪
ବାଲେଶ୍ୱର ୧୦୫.୨୮ ୧୦୪.୭୪ ୦.୫୪
ବରଗଡ ୧୦୬.୧୬ ୧୦୬.୦୭ ୦.୦୯
ଭଦ୍ରକ ୧୦୫.୬୫ ୧୦୫.୫୩ ୦.୧୨
ଭୁବନେଶ୍ୱର ୧୦୫.୪୬ ୧୦୪.୭୫ ୦.୭୧
ବଲାଙ୍ଗୀର ୧୦୭.୩୮ ୧୦୬.୩୨ ୧.୦୬
ବୌଦ୍ଧ ୧୦୬.୬୬ ୧୦୬.୭୫ -୦.୦୯
କଟକ ୧୦୫.୬୫ ୧୦୫.୧ ୦.୫୫
ଦେବଗଡ଼ ୧୦୬.୨୧ ୧୦୫.୯୧ ୦.୩
ଢେଙ୍କାନାଳ ୧୦୫.୮୫ ୧୦୫.୫୬ ୦.୨୯
ଗଜପତି ୧୦୭.୬ ୧୦୬.୬୭ ୦.୯୩
ଗଞ୍ଜାମ ୧୦୫.୮୪ ୧୦୬.୦୩ -୦.୧୯
ଜଗତସିଂହପୁର ୧୦୪.୫୭ ୧୦୪.୨୬ ୦.୩୧
ଯାଜପୁର ୧୦୫.୨୭ ୧୦୫.୦୭ ୦.୨
ଝାରସୁଗୁଡ଼ା ୧୦୫.୦୭ ୧୦୪.୭୨ ୦.୩୫
କଳାହାଣ୍ଡି ୧୦୮.୫୪ ୧୦୮.୦୩ ୦.୫୧
କନ୍ଧମାଳ ୧୦୬.୭୫ ୧୦୬.୪୪ ୦.୩୧
କେନ୍ଦ୍ରାପଡା ୧୦୪.୮ ୧୦୪.୫୮ ୦.୨୨
କେନ୍ଦୁଝର ୧୦୭.୧୬ ୧୦୭.୧୮ -୦.୦୨
ଖୋର୍ଦ୍ଧା ୧୦୫.୪୬ ୧୦୪.୭୫ ୦.୭୧
କୋରାପୁଟ ୧୧୦.୦୧ ୧୦୯.୫ ୦.୫୧
ମାଲକାନଗିରି ୧୧୦.୬୪ ୧୧୦.୩୩ ୦.୩୧
ମୟୁରଭଞ୍ଜ ୧୦୬.୮୨ ୧୦୬.୨୩ ୦.୫୯
ନବରଙ୍ଗପୁର ୧୦୯.୭୧ ୧୦୮.୯୯ ୦.୭୨
ନୟାଗଡ଼ ୧୦୫.୧୯ ୧୦୪.୮୮ ୦.୩୧
ନୂଆପଡ଼ା ୧୦୮.୧୫ ୧୦୭.୧୧ ୧.୦୪
ପୁରୀ ୧୦୪.୬୮ ୧୦୪.୮୨ -୦.୧୪
ରାୟଗଡ଼ା ୧୦୮.୫୮ ୧୦୮.୨୭ ୦.୩୧
ସମ୍ବଲପୁର ୧୦୫.୪୧ ୧୦୪.୯୪ ୦.୪୭
ସୋନପୁର ୧୦୫.୯ ୧୦୬.୧୫ -୦.୨୫
ସୁନ୍ଦରଗଡ ୧୦୪.୮୮ ୧୦୫.୧୪ -୦.୨୬
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୨.୪୫ ୧୦୨.୨୫ ୦.୨
ବାଲେଶ୍ୱର ୧୦୧.୪୭ ୧୦୦.୮୬ ୦.୬୧
ବରଗଡ ୧୦୨.୩୨ ୧୦୨.୧୪ ୦.୧୮
ଭଦ୍ରକ ୧୦୧.୮୨ ୧୦୧.୬୨ ୦.୨
ଭୁବନେଶ୍ୱର ୧୦୧.୬୨ ୧୦୦.୮୫ ୦.୭୭
ବଲାଙ୍ଗୀର ୧୦୩.୫ ୧୦୨.୩୯ ୧.୧୧
ବୌଦ୍ଧ ୧୦୨.୮୧ ୧୦୨.୭୭ ୦.୦୪
କଟକ ୧୦୧.୮୧ ୧୦୧.୧୯ ୦.୬୨
ଦେବଗଡ଼ ୧୦୨.୩୭ ୧୦୧.୯୯ ୦.୩୮
ଢେଙ୍କାନାଳ ୧୦୨ ୧୦୧.୬୪ ୦.୩୬
ଗଜପତି ୧୦୩.୬୯ ୧୦୨.୭ ୦.୯୯
ଗଞ୍ଜାମ ୧୦୧.୯୯ ୧୦୨.୦୮ -୦.୦୯
ଜଗତସିଂହପୁର ୧୦୦.୭୪ ୧୦୦.୩୫ ୦.୩୯
ଯାଜପୁର ୧୦୧.୪୨ ୧୦୧.୧୪ ୦.୨୮
ଝାରସୁଗୁଡ଼ା ୧୦୧.୨୮ ୧୦୦.୮୪ ୦.୪୪
କଳାହାଣ୍ଡି ୧୦୪.୬୨ ୧୦୪.୦୩ ୦.୫୯
କନ୍ଧମାଳ ୧୦୨.୮୭ ୧୦୨.୪୯ ୦.୩୮
କେନ୍ଦ୍ରାପଡା ୧୦୦.୯୭ ୧୦୦.୬୬ ୦.୩୧
କେନ୍ଦୁଝର ୧୦୩.୨୪ ୧୦୩.୧୭ ୦.୦୭
ଖୋର୍ଦ୍ଧା ୧୦୧.୬୨ ୧୦୦.୮୫ ୦.୭୭
କୋରାପୁଟ ୧୦୬.୦୪ ୧୦୫.୪୫ ୦.୫୯
ମାଲକାନଗିରି ୧୦୬.୬୪ ୧୦୬.୨୫ ୦.୩୯
ମୟୁରଭଞ୍ଜ ୧୦୨.୯୫ ୧୦୨.୨୯ ୦.୬୬
ନବରଙ୍ଗପୁର ୧୦୬.୦୪ ୧୦୫.୬୬ ୦.୩୮
ନୟାଗଡ଼ ୧୦୧.୫୭ ୧୦୧.୨୮ ୦.୨୯
ନୂଆପଡ଼ା ୧୦୪.୧୨ ୧୦୪.୧୫ -୦.୦୩
ପୁରୀ ୧୦୧.୬୧ ୧୦୦.୭୮ ୦.୮୩
ରାୟଗଡ଼ା ୧୦୪.୫୫ ୧୦୪.୫୪ ୦.୦୧
ସମ୍ବଲପୁର ୧୦୨.୭୩ ୧୦୧.୫୧ ୧.୨୨
ସୋନପୁର ୧୦୨.୪୪ ୧୦୧.୯୯ ୦.୪୫
ସୁନ୍ଦରଗଡ ୧୦୨.୨୨ ୧୦୧ ୧.୨୨

 

 

 

 

 

 

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.