Home Coronavirus Outbreak ପ୍ରଥମ COVID-19 ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ – କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ ହେଲେ

ପ୍ରଥମ COVID-19 ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ – କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ ହେଲେ

288

ଭୁବନେଶ୍ୱର ୩-୪ (ଓଡ଼ିଆ ପୁଅ) କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭୁବନେଶ୍ୱର ପ୍ରଥମ COVID-19 ରୋଗୀ ସୁସ୍ଥ ହୋଇଛନ୍ତି। ତାଙ୍କର କରୋନା ଟେଷ୍ଚ ନେଗେଟିଭ୍ ଆସିଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଓଡିଶାରେ ସକ୍ରିୟ COVID-19 ମାମଲା ବର୍ତ୍ତମାନ ୩ ହୋଇଛି।

ସୂଚନାଯୋଗ୍ୟଯେ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୫ଟି କରୋନା ପଡିଟିଭ୍ ମାମଲା ଆସିପବା ପରେ ୨ ଜଣ ସୁସ୍ଥ ହୋଇ ସାରିଲେଣି। ବର୍ତ୍ତମାନ ତିନି ଜଣଙ୍କର ଚିକିତ୍ସା ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.