Home Top News ରାଜ୍ୟରେ ୧୮୩ ନୂଆ ଆକ୍ରାନ୍ତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

ରାଜ୍ୟରେ ୧୮୩ ନୂଆ ଆକ୍ରାନ୍ତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ?

43

ଭୁବନେଶ୍ୱର ୧୭-୧ (ଓଡ଼ିଆ ପୁଅ) ରାଜ୍ୟରେ ୧୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୬ ଜଣ ଜଣ ଚିହ୍ନଟ ହୋଇଛିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୨୦
୨- ବାଲେଶ୍ୱର ଜିଲ୍ଲାରୁ – ୬
୩- ବରଗଡ଼ ଜିଲ୍ଲାରୁ – ୧୦
୪- ଭଦ୍ରକ ଜିଲ୍ଲାରୁ – ୧
୫- ବଲାଙ୍ଗୀର ଜିଲ୍ଲାରୁ – ୩
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୭
୮- ଦେବଗଡ଼ ଜିଲ୍ଲାରୁ – ୨
୯- ଗଜପତି ଜିଲ୍ଲାରୁ – ୩
୧୦- ଗଞ୍ଜାମ ଜିଲ୍ଲାରୁ – ୧
୧୧- ଯାଜପୁର ଜିଲ୍ଲାରୁ – ୭
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୧୧
୧୩- କଳାହାଣ୍ଡି ଜିଲ୍ଲାରୁ – ୧
୧୪- କନ୍ଧମାଳ ଜିଲ୍ଲାରୁ – ୧
୧୫- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୬- କେନ୍ଦୁଝର ଜିଲ୍ଲାରୁ – ୩
୧୭- ଖୋର୍ଦ୍ଧା ଜିଲ୍ଲାରୁ : ୧୯
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୮
୧୯- ନୟାଗଡ଼ ଜିଲ୍ଲାରୁ – ୧
୨୦- ନୂଆପଡ଼ା ଜିଲ୍ଲାରୁ – ୧୮
୨୧- ପୁରୀ ଜିଲ୍ଲାରୁ – ୧୩
୨୨- ସମ୍ବଲପୁର ଜିଲ୍ଲାରୁ – ୧୯
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୧୮
୨୪- State Pool: ୬
– ନୂଆ ସୁସ୍ଥ ହୋଇଥିଲେ୨୩୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୭୩୭୬୮୯୬
– ମୋଟ ଆକ୍ରାନ୍ତ ୩୩୩୩୧୦
– ମୋଟ ସୁସ୍ଛ ହୋଲେଣି ୩୨୯୩୧୮
– ସକ୍ରୀୟ ଆକ୍ରାନ୍ତ – ୨୦୩୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.