Home ଓଡ଼ିଶା ତାମିଲନାଡୁରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି

ତାମିଲନାଡୁରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି

131

ଚେନ୍ନାଇ, ଜୁନ୍ ୨୯ (ଓଡ଼ିଆ ପୁଅ) : ତାମିଲନାଡୁ ସରକାର ସୋମବାରଦିନ ଲକ୍‌ଡାଉନ୍‌ ଅବଧିକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ଦ୍ୱାରା ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।

ଚେନ୍ନାଇ, ମଦୁରାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଜୁନ୍ ୧୯ ରୁ ଲାଗୁ କରାଯାଇଥିବା କଡା ପଦକ୍ଷେପ କିମ୍ବା “ସମ୍ପୂର୍ଣ୍ଣ ଲକ୍ଡାଉନ୍” ରହିବ ବୋଲି ସରକାରୀ ନିର୍ଦ୍ଦେଶରେ ଦର୍ଶାଯାଇଛି।

ସମଗ୍ର ରାଜ୍ୟରେ କରୋନାଭାଇରସ୍ ମାମଲାରେ ଉଦ୍ବେଗଜନକ ଭାବରେ ବଢ଼ୁଛି। ଏହି କରାଣରୁ ସଂକ୍ରମଣ ଆଜି ମୋଟ ୮୬, ୦୦୦ ଅତିକ୍ରମ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.