Home Tags Bhadrak News

Tag: Bhadrak News

ପୋଖରୀ ତୁଠରୁ ଚାଲିଥିଲା ଶାମୁକା ଖୋଜା, ଖେଳ ଖେଳରେ ଚାଲିଗଲା ୨ ନିରୀହ ଜୀବନ

0
ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୋଖରୀରେ ଶାମୁକା ଖୋଜିବାକୁ ଯାଇଥିଲେ । ସାଙ୍ଗ ମାନଙ୍କ ସହ ହସଖୁସିରେ ଚାଲିଥିଲା ଖେଳ । ଆଉ ପୋଖରୀ ତୁଠରୁ ଚାଲିଥିଲା...

ଜିଲ୍ଲାସ୍ତରୀୟ ପି.ଏମ୍‌–କିସାନ ଉତ୍ସବ ଦିବସ ପାଳିତ, ଭଦ୍ରକ ଜିଲ୍ଲାର ୧ ଲକ୍ଷ ୫୮ ହଜାର...

0
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପି.ଏମ୍‌–କିସାନ) ଯୋଜନାର ୨୨ତମ କିସ୍ତି ସହାୟତା ରାଶି ପ୍ରଦାନ ଅବସରରେ ଭଦ୍ରକ ଜିଲ୍ଲା ଓ ବ୍ଲକ...

ମା’ ମନ୍ତ୍ରବାସୁଳି କ୍ରିକେଟ୍ କ୍ଲବ୍ ଆଳମଙ୍ଗା ପକ୍ଷରୁ ଅଲ ଓଡ଼ିଶା କ୍ରିକେଟ ଟୁର୍ଣ୍ଣାମେଂଟ, ହିଟ୍...

0
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ ଅନ୍ତର୍ଗତ ଆଳମଙ୍ଗା କ୍ରିକେଟ୍ ପଡ଼ିଆରେ ମା ମନ୍ତ୍ରବାସୁଳି କ୍ରିକେଟ୍ କ୍ଲବ୍ ଆଳମଙ୍ଗା ପକ୍ଷରୁ ଅଲ ଓଡ଼ିଶା...

ଜାତୀୟ ରାଜପଥ ସେବା ରାସ୍ତା

0
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବଜାର ତୋରତ ପୋଲ ଠାରୁ ବସଷ୍ଟାଣ୍ଡ ଦେଇ ପାଳଦା ବାଙ୍କ ଚକବନ୍ଦୀ ଛକନିକଟକୁ ପ୍ରାୟ...

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

0
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଂଚାୟତ ଆକୁଲିକଣା ଠାରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନା ଉତ୍ସବ...

ବରିଷ୍ଠ କମ୍ୟୁନିଷ୍ଟ ନେତା ସନାତନ ଦାସଙ୍କ ପରଲୋକ

0
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଦୌଲତପୁର ଗ୍ରାମର ବରିଷ୍ଠ କମ୍ୟୁନିଷ୍ଟ ନେତା ସନାତନ ଦାସଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ...

ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ୫୨ପ୍ରଜ୍ଞାପନ ମେଢ଼ ବାହାରିବ

0
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ରେ ମାର୍ଚ୍ଚ ୨୮ ତାରିଖରେ ଅନୁଷ୍ଠିତ ହେବ ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ । ଏଥିପାଇଁ ଗୁରୁବାର ଅପରାହ୍ନରେ...

କାଳିମେଘା ଗ୍ରାମର ମା’ ସଙ୍କଟ ତାରିଣୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦଯାପିତ

0
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ କାଳୀମେଘା ଗ୍ରାମର ମା’ ସଙ୍କଟ ତାରିଣୀଙ୍କ ନୂତନ ମନ୍ଦିର ଓ ବିଗ୍ରହ...

ବେଆଇନ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ, ୨ଟ୍ରାକ୍ଟର ଗୋଟିଏ ହାଇୱା ଜବତ୍

0
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ପୋଲିସ୍ ପକ୍ଷରୁ ବେଆଇନ୍ ବାଲି ଚାଲାଣ ଉପରେ ଅତର୍କିତ ଚଢ଼ାଉ କରି ୨ଟ୍ରାକ୍ଟର ସହ ଗୋଟିଏ ବାଲି...

ବେଲଗଣ୍ଡରେ ବିଭାଗୀୟ ମଧୁଚନ୍ଦ୍ରିକା, କୋଟିଏ ଟଙ୍କାର ପ୍ରକଳ୍ପ ପାଣିରେ ପଡିବ, ବିନା ସୂଚନା ଫଳକରେ...

0
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ୟା ବିଭୀଷିକା ରୁ ମୁକ୍ତି ଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ମାତ୍ର ଧାମନଗର ଜଳସେଚନ ବିଭାଗର କିଛି...

ଗ୍ୟାସ ଯୋଗାଣ ସ୍ୱାଭାବିକ୍ କର- କଂଗ୍ରେସ, କୁତ୍ରିମ ଅଭାବ ଓ କଳାବଜାରୀ ରୋକିବାକୁ ଜିଲ୍ଲା...

0
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମଧ୍ୟ ପ୍ରଚ୍ୟରେ ଇରାନ- ଆମେରସିକା, ଇସ୍ରାଏଲ ଯୁଦ୍ଧ ପାଇଁ ସମଗ୍ର ବିଶ୍ୱରେ ତୈଳ ସଂକଟ ଦେଖାଦେଇଛି। ବିଶେଷକରି ରନ୍ଧନ ଗ୍ୟାସ କ୍ଷେତ୍ରରେ...

ଅଧ୍ୟକ୍ଷଙ୍କ ଅନୁପସ୍ଥିତି ଓ ମୌଳିକ ସମସ୍ୟାକୁ ନେଇ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜଳିଳା...

0
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂଆ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ନିମୟମିତ ଅଫିସକୁ ଆସୁନଥିବା ଓ ଛାତ୍ରଛାତ୍ରୀଙ୍କ ଆପତି ଅଭିଯୋଗକୁ...

ସର୍ବଭାରତୀୟ ଟିଲୋ କପ୍ କ୍ରିକେଟ୍ , ନିମପୁର ଓଡିଶା ଓ ସିଏଜି ଦିଲ୍ଲୀ ବିଜୟୀ...

0
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଟିଲୋ ହନୁମାନ ଜୀୟୁ ପଡିଆରେ ଚାଲିଥିବା ସର୍ବଭାରତୀୟ ଟିଲୋ କପ୍ କ୍ରିକେଟ୍ ଟୁର୍ଣ୍ଣାମେଟଂର ଗୁରବାର ଅନୁଷ୍ଠିତ ୨ ଟି...

ଜଳିଗଲା ୧୨ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତି ପାଉଁଶ

0
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାସୁଦେବପୁର ବ୍ଲକ ବିନାୟକପୁର ପଂଚାୟତ ବାଗଦା ବିନାୟକପୁର ବେହେରାସାହିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଗତ ବୁଧବାର ବିଳମ୍ବିତ ରାତିରେ...

ଧାମରାରେ ବେଳାଭୂମି ପର୍ଯ୍ୟଟନ ବନାମ ଜେଟ୍ଟୀ, ତଟ୍ଟ ସୁରକ୍ଷା କେନ୍ଦ୍ର ସ୍ଥାପନ ସହ ରାଡାର...

0
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରାରେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବାରସମୟ ଆସିଛି।ଏହି ପର୍ଯ୍ୟଟନ ଶିଳ୍ପରବିକାଶହୋଇ ପାରିଲେକେବଳ ପର୍ଯ୍ୟଟନ ମାନଚିତ୍ରରେ ନୁହେଁ...

ପିତେଇପୁର ଉପ୍ରା ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କ ପରଲୋକ

0
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଶୋହଡା ପଂଚାୟତ ର ପିତେଇପୁର ସରକାରି ଉପ୍ରା ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷୟତ୍ରୀ ବାସନ୍ତୀ ଲତା...

ଧାମନଗରରେ ଜଳାଶୟ ଜବରଦଖଲ, ମାଡ଼ି ଆସୁଛି ମରୁଭୂମିକରଣର ବିପଦ

0
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅଂଚଳରେ ଦିନକୁ ଦିନ ଗଡ଼ିଆ, ପୋଖରୀ ଓ ବିଭିନ୍ନ ଜଳାଶୟର ସଂଖ୍ୟା କମିବାରେ ଲାଗିଛି। ଫଳରେ...

୧୮ ରେ କୁଆଁସ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ୨୫ ହଜାର ଭକ୍ତଙ୍କ ହେବ...

0
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ ଓ ଗୌରଗୋପାଳଙ୍କର ନୂତନ ଭବ୍ୟ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୮ ତାରିଖରୁ ଆରମ୍ଭ...

ବାଙ୍କମୁହାଁ ଗ୍ରାମରେ ଶ୍ରୀ ଶ୍ରୀ ପଂଚମୁଖୀ ହନୁମାନ ଜୀଙ୍କ ବାର୍ଷିକ ଉତ୍ସବ

0
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍କମୁହାଁ ଗ୍ରାମ ଠାରେ ପବିତ୍ର ଶ୍ରୀ ଶ୍ରୀ ପଂଚମୁଖୀ ହନୁମାନ ଜୀଙ୍କ ବାର୍ଷିକ...

ଶ୍ରୀ ଶ୍ରୀ ବାବା ନାଗେଶ୍ୱରଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

0
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅର୍ଜୁନପୁର ପଂଚାୟତ ର ବାଲିପାଟଣା ନିକଟସ୍ତ ମଠସାହି ଗ୍ରାମରେ ପବିତ୍ର ବୈତରଣୀ ନଦୀ କୂଳରେ ଅବସ୍ଥିତ...