Tag: Bhadrak News
ଆଇନ୍ସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟ ଉଦ୍ଘାଟନ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା କୋର୍ଟ ପରିସର, ନଳାଙ୍ଗ, ଭଦ୍ରକରେ ଆଜି ଆଇନ୍ସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର...
ସୁରକ୍ଷିତ ଶିଶୁ ପାଇଁ ସୁସ୍ଥ ପରିବେଶ ଆବଶ୍ୟକ, ଶିଶୁ ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଶୀର୍ଷକ...
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ପ୍ରଶାସନ ଭଦ୍ରକ ଆନୁକୂଲ୍ୟରେ ଶିଶୁ ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଶୀର୍ଷକ କର୍ମଶାଳା ଜିଲ୍ଲା ସଂସ୍କୃତି...
ଆଜିଠାରୁ ମେମୁ ଟ୍ରେନ୍ରେ ଲୋକାଲ୍ ଭଡ଼ା ଲାଗୁ ହେଲା
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇଛି ।...
ବେଦାନ୍ତ ଫେକର ଦାବି ପୂରଣ ନକଲେ ଆନ୍ଦୋଳନ ନିଶ୍ଚିତ – ନଳିନୀ
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ରାନ୍ଦିଆସ୍ଥିତ ବେଦାନ୍ତ ଫେକର କମ୍ପାନୀର ବିଭିନ୍ନ ଅନିୟମିତତା ଦ୍ୱାରା ୧୦ କି.ମି. ପରିଧି ମଧ୍ୟରେ ବସବାସ କରୁଥିବା ଅଂଚଳବାସୀଙ୍କ ପ୍ରତି...
ନେହେରୁ ଷ୍ଟାଡ଼ିୟମର ଉନ୍ନତି କରଣ ଏବଂ ଇନ୍ଡ଼ୋର ସୁଇମିଂ ପୁଲର ଭିତ୍ତି ପ୍ରସ୍ତର ସ୍ଥାପନ,...
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୫-ଟି ରୂପାନ୍ତରଣ ଓ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆଧାରରେ ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସହିତ କ୍ରୀଡ଼ା ଭିତ୍ତିଭୂମିର...
ଭଦ୍ରକ-କରଞ୍ଜିଆ ରାସ୍ତାକୁ ୪ ଲୋନ୍ କରିବା ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ପଞ୍ଚାନନ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ-କରଞ୍ଜିଆ ରାସ୍ତାକୁ ୪ ଲୋନ୍ କରିବା ଦାବିରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ରାଜ୍ୟ ବିଜେପିର ବରିଷ୍ଠ...
ଭଦ୍ରକ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ଗଂଜେଇ ଓ ଅଫିମ ଜବତ, ୨...
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଅବକାରୀ ଅଧୀକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଓ ଉପ ଅଧୀକ୍ଷକ ଅନିତା ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ...
ବରହମପୁର ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ବି.ଟି.ପୁର ପଞ୍ଚାୟତ ଅଧିନ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବରହମପୁରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା...
ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ବନ୍ତ ବ୍ଲକର ବିଶିଷ୍ଟ ସମାଜସେବୀ ଚାରୁ ଚନ୍ଦ୍ର ନାୟକଙ୍କ ବୁଧବାର ହୃଦଘାତରେ ପରଲୋକ ଘଟିଛି । ଖବରପାଇ ଭଣ୍ଡାରିପୋଖରୀ ବିଧାୟକ...
କଇଥଖୋଲା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକୋତ୍ସବ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବାର୍ଷିକ ମହୋତ୍ସବ ଏବଂ ପୁରଷ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି...
କାହାଣୀକାର ନଟବର ରାଉଳଙ୍କ ‘କାହାଣୀ କୁସୁମ’ ଉନ୍ମୋଚିତ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ଭାଗବତ ଟୁଙ୍ଗୀ ପରିସରରେ କାହାଣୀକାର ନଟବର ରାଉଳଙ୍କ ‘କାହାଣୀ କୁସୁମ’ ଗୁରୁବାର ପାଠକାର୍ପିତ ହୋଇଯାଇଛି ।...
୫ଟି ଅଧ୍ୟକ୍ଷଙ୍କ ଆଖୁଆପଦା ଗସ୍ତ, ପ୍ରସ୍ତୁତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ ଆଖୁଆପଦା ପଡିଆରେ ଆଗାମୀ ୨୪ ତାରିଖରେ ଅନୁଷ୍ଠିତ ସାଧାରଣ ସଭାରେ ୫ଟି...
ଧାମରା ରେ ଦ୍ୱିବେଦୀ ଫାଉଣ୍ଡେସନ ଟି ୨୦ ପ୍ରିମିୟର ଲିଗ କ୍ରିକେଟ କପ ଉଦଯାପିତ,...
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଧାମରା ଠାରେ ଦ୍ୱିବେଦୀ ଫାଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ଦ୍ୱିବେଦୀ ଫାଉଣ୍ଡେସନ ଟି ୨୦ ପ୍ରମିୟର ଲିଗ କ୍ରିକେଟ...
ଧାମରା ରେ କୋଇଲା ବୋଝେଇ ପିକ ଅପ ଜବତ, ୩ ଗିରଫ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ ଙ୍କ ଦ୍ୱାରା ଏକ କୋଇଲା ବୋଝେଇ ପିକ ଅପ ଜବତ ହୋଇଛି ।...
ମଦରସା ସାଦିକିୟା ହବିବିଆର ଦ୍ୱିତୀୟ ବାର୍ଷିକ ଉତ୍ସବ ଉଦଯାପିତ, ଜସନେ ଦସ୍ତାରବନ୍ଦୀ ଉତ୍ସବ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଆର.ଏମ.ସି. ରୋଡ଼ ସ୍ଥିତ ଗୌଷିଆ ନଗରଠାରେ ମଦରସା ସାଦିକିୟା ହବିବିଆର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି...
ପୁରୁଷଣ୍ଢ ଓ ମହାନ୍ତିପଡ଼ାରେ ବିଜେଡିର ଜନ ସଚେତନତା ସଭା
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ବନ୍ତ ବ୍ଲକର ମହାନ୍ତିପଡ଼ା ଓ ପୁରୁଷଣ୍ଢ ପଞ୍ଚାୟତରେ ବିଜେଡିର ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମହାନ୍ତିପଡ଼ା ଠାରେ...
ରାସ୍ତା ନିର୍ମାଣରେ ଅନିୟମିତତା, ଲୋକେ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଛତାବର-ନିଳୋକ ପୁର୍ତ୍ତରାସ୍ତା ନିର୍ମାଣରେ ଅନିମୟତତା ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାଜ୍ୟ ମାନବିକ ଅଧିକାର...
ଧାମରା ଶିଳ୍ପପାର୍କ ପାଇଁ ଜାଗୁଳା ଠାରେ ଜନଶୁଣାଣୀ
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରା ନିକଟସ୍ଥ ଜାଗୁଳା ପଂଚାୟତ ବଳଭଦ୍ରପସାଦ ଠାରେ ଶିଳ୍ପପାର୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉଲ୍ଲେଖ...
ଧାମରା ରେ ସରସ୍ୱତୀ ମେଢ ଭଷାଣୀକୁ ନେଇ ଅସବର୍ଣଙ୍କ ଉପରେ ସବର୍ଣଙ୍କ ଆକ୍ରମଣ, ଦୁଇ...
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରା ପଂଚାୟତରେ ସରସ୍ୱତୀ ମେଢ ଭଷାଣିକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଏନେଇ ଧାମରା...
ସାମ୍ବାଦିକ ସୁରକ୍ଷା ଆଇନ, ମାସିକ ଭତ୍ତା, ପେନ୍ସନ୍ ଦାବିରେ ଏସ୍ୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ...
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ ବିଭିନ୍ନ କ୍ଷେତ୍ରରେ ଖବର ସଂଗ୍ରହ ସମୟରେ ଆକ୍ରମଣର ଶିକାର ହେଉଛନ୍ତି । ଗଣମାଧ୍ୟମର ପ୍ରତିନିଧିମାନେ ଜନସାଧାରଣଙ୍କ ପାଇଁ...






















